ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁରସ୍କାର ବିଜେତା ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର 'ଦି ଏଲିଫ୍ୟାଣ୍ଟ ହ୍ୱିସପର୍ସ'ର ନିର୍ମାତାଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
30 MAR 2023 3:46PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅସ୍କାର ବିଜେତା ଡକ୍ୟୁମେଣ୍ଟାରୀ କ୍ଷୁଦ୍ର ଚଳଚ୍ଚିତ୍ର 'ଦି ଏଲିଫ୍ୟାଣ୍ଟ ହ୍ୱିସପର୍ସ'ର ନିର୍ମାତାଙ୍କୁ ଭେଟିଛନ୍ତି।
ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରିଛନ୍ତି;
"'ଦି ଏଲିଫ୍ୟାଣ୍ଟ ହ୍ୱିସପର୍ସ'ର ସିନେମାଟିକ୍ ଚମତ୍କାରତା ଏବଂ ସଫଳତା ବିଶ୍ୱସ୍ତରୀୟ ଦୃଷ୍ଟି ଆକର୍ଷଣ କରିବା ସହିତ ପ୍ରଶଂସା ମଧ୍ୟ କରିଛି। ଆଜି, ମୁଁ ଏହା ସହିତ ଜଡିତ ଚମତ୍କାର ଦଳକୁ ଭେଟିବାର ସୁଯୋଗ ପାଇଲି। ସେମାନେ ଭାରତକୁ ବହୁତ ଗର୍ବିତ କରିଛନ୍ତି।"
'ଦି ଏଲିଫ୍ୟାଣ୍ଟ ହ୍ୱିସପର୍ସ'ର ସିନେମାଟିକ୍ ଚମତ୍କାରତା ଏବଂ ସଫଳତା ବିଶ୍ୱସ୍ତରୀୟ ଦୃଷ୍ଟି ଆକର୍ଷଣ କରିବା ସହିତ ପ୍ରଶଂସା ମଧ୍ୟ କରିଛି। ଆଜି, ମୁଁ ଏହା ସହିତ ଜଡିତ ଚମତ୍କାର ଦଳକୁ ଭେଟିବାର ସୁଯୋଗ ପାଇଲି। ସେମାନେ ଭାରତକୁ ବହୁତ ଗର୍ବିତ କରିଛନ୍ତି। @guneetm @EarthSpectrum pic.twitter.com/44u16fbk3j
— ନରେନ୍ଦ୍ର ମୋଦି (@narendramodi) ମାର୍ଚ୍ଚ ୩୦,୨୦୨୩
'ଦି ଏଲିଫ୍ୟାଣ୍ଟ ହ୍ୱିସପର୍ସ' ସହିତ ଜଡିତ ଦଳ ଆଜି ପ୍ରଧାନମନ୍ତ୍ରୀ @narendramodiଙ୍କୁ ଭେଟିଥିଲେ। pic.twitter.com/FQsg9n9TxW
— ପିଏମଓ ଇଣ୍ଡିଆ (@PMOIndia) ମାର୍ଚ୍ଚ ୩୦,୨୦୨୩
****
SPD
(रिलीज़ आईडी: 2187743)
आगंतुक पटल : 12
इस विज्ञप्ति को इन भाषाओं में पढ़ें:
Malayalam
,
Telugu
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada