ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ ପାରା ଗେମ୍ସ ପୁରୁଷ ୫୦ ମିଟର ବଟରଫ୍ଲାଏ – ଏସ୍୭ ଇଭେଣ୍ଟରେ କାଂସ୍ୟ ପଦକ ବିଜେତା ସୁୟଶ ଜାଧବଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
27 OCT 2023 6:46PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୌ ଏସୀୟ ପାରା ଗେମ୍ସରେ ପୁରୁଷ ୫୦ ମିଟର ବଟରଫ୍ଲାଏ – ଏସ୍୭ ଇଭେଣ୍ଟରେ କାଂସ୍ୟ ପଦକ ଜିତିଥିବାରୁ ସୁୟାଶ ଜାଧବଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
"ପୁରୁଷ ୫୦ ମିଟର ବଟରଫ୍ଲାଏ – ଏସ୍୭ ଇଭେଣ୍ଟରେ ଏକ ଚମତ୍କାର କାଂସ୍ୟ ପଦକ ଜିତିଥିବାରୁ ସୁୟାଶ ଜାଧବଙ୍କୁ ଅନେକ ଅଭିନନ୍ଦନ। ସେ ଦେଖାଇଛନ୍ତି ଯେ, ଦୃଢ଼ତା ଏବଂ ଉତ୍ସାହ ସଫଳତା ଆଣିପାରେ। ଭାରତ ଏଥିପାଇଁ ଅତ୍ୟନ୍ତ ଗର୍ବିତ।"
*****
MT
(ରିଲିଜ ଆଡି: 2187650)
ପରିଦର୍ଶକ କାଉଣ୍ଟର : 17
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam