ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ଥଳସେନା ଦିବସରେ ସ୍ଥଳ ବାହିନୀର ବୀରତ୍ୱ ଏବଂ ସମର୍ପଣକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 27 OCT 2025 8:39PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ଥଳସେନା ଦିବସ ଅବସରରେ ସ୍ଥଳ ବାହିନୀର ବୀର ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

ସ୍ଥଳସେନା ଦିବସରେ, ଆମେ ସ୍ଥଳ ବାହିନୀର ଅଟଳ ସାହସ ଏବଂ ସମର୍ପଣକୁ ସମ୍ମାନ କରୁଛୁ ଆମ ଦେଶକୁ ସୁରକ୍ଷା ଦେବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ଶକ୍ତି ଏବଂ ବଳିଦାନର ଏକ ଉଦାହରଣ ପ୍ରତ୍ୟେକ ସୈନିକ ବୀରତ୍ୱ ଏବଂ ସେବାର ସର୍ବୋଚ୍ଚ ଆଦର୍ଶର ପ୍ରତୀକ, ଯିଏ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରେରଣା ଦିଅନ୍ତି

@adgpi”

 

SR


(रिलीज़ आईडी: 2183266) आगंतुक पटल : 13
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam