ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭି. କେ. ମଲହୋତ୍ରାଙ୍କ ଜୀବନ ଏବଂ ଯୋଗଦାନ ଉପରେ ନିଜର ଚିନ୍ତାଧାରା ଶେୟାର କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
06 OCT 2025 10:03AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବରିଷ୍ଠ ନେତା ଶ୍ରୀ ଭି.କେ. ମଲହୋତ୍ରାଙ୍କ ଉପରେ, ଏକ ଲେଖାରେ ନିଜର ଚିନ୍ତାଧାରା ପ୍ରକାଶ କରିବା ସହ ତାଙ୍କର ଜୀବନ ଏବଂ ଅବଦାନ ଉପରେ ଆଲୋକପାତ କରିଛନ୍ତି ।
ଶ୍ରୀ ଭି.କେ. ମାଲହୋତ୍ରାଙ୍କ ଐତିହ୍ୟ ଦଶନ୍ଧି ଧରି ବିଭିନ୍ନ କ୍ଷେତ୍ରରେ ଜନସେବା, ଆଦର୍ଶଗତ ପ୍ରତିବଦ୍ଧତା ଏବଂ ରାଷ୍ଟ୍ର ନିର୍ମାଣ ପର୍ଯ୍ୟନ୍ତ ବିସ୍ତାରିତ ଥିଲା ।
ଏକ୍ସରେ ପୃଥକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି;
“ଶ୍ରୀ ଭି.କେ. ମାଲହୋତ୍ରାଙ୍କ ଜୀବନ, କାର୍ଯ୍ୟ ଏବଂ ସେ ଆମ ଦଳର ସର୍ବୋତ୍ତମ ନୀତିକୁ କିପରି ପ୍ରତିପାଦିତ କରିଥିଲେ, ସେ ବିଷୟରେ ମୋର ଚିନ୍ତାଧାରା ଲେଖିଛି । ରାଜନୀତି ଏବଂ ସଂସଦରୁ ସେବା ତଥା କ୍ରୀଡା ପର୍ଯ୍ୟନ୍ତ, ସେ ଏକ ଅମିଟ ପ୍ରଭାବ ଛାଡିଯାଇଛନ୍ତି ।
https://www.narendramodi.in/tribute-to-vk-malhotra-ji-598244”
"मैंने श्री वी. के. मल्होत्रा जी के जीवन, जनहित के उनके कार्यों और हमारी पार्टी की श्रेष्ठ परंपराओं के प्रतीक के रूप में उनके योगदान पर अपने कुछ विचार रखे हैं। उन्होंने राजनीति और संसद से लेकर जनसेवा और स्पोर्ट्स तक, हर क्षेत्र में अपनी एक अमिट छाप छोड़ी है।
https://nm-4.com/8KEY3p"
"ਸ਼੍ਰੀ ਵੀ.ਕੇ ਮਲਹੋਤਰਾ ਜੀ ਦੇ ਜੀਵਨ, ਕੰਮ ਅਤੇ ਉਨ੍ਹਾਂ ਨੇ ਸਾਡੀ ਪਾਰਟੀ ਦੇ ਸਭ ਤੋਂ ਵਧੀਆ ਸਿਧਾਂਤਾਂ ਨੂੰ ਕਿਵੇਂ ਦਰਸਾਇਆ, ਇਸ ਬਾਰੇ ਆਪਣੇ ਵਿਚਾਰ ਲਿਖੇ ਹਨ। ਰਾਜਨੀਤੀ ਅਤੇ ਸੰਸਦ ਤੋਂ ਲੈ ਕੇ ਸੇਵਾ ਅਤੇ ਖੇਡਾਂ ਤੱਕ, ਉਨ੍ਹਾਂ ਨੇ ਆਪਣੇ ਪਿੱਛੇ ਇੱਕ ਅਮਿੱਟ ਪ੍ਰਭਾਵ ਛੱਡਿਆ ਹੈ।
https://www.narendramodi.in/tribute-to-vk-malhotra-ji-598244"
SR
(रिलीज़ आईडी: 2175544)
आगंतुक पटल : 30
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali-TR
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam