ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସ୍ୱାହିଦ ଦିବସ ହେଉଛି ଆସାମ ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରିଥିବା ଲୋକମାନଙ୍କ ଅସାଧାରଣ ସାହସ ଏବଂ ବଳିଦାନକୁ ସ୍ମରଣ କରିବାର ଏକ ଅବସର : ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 DEC 2024 4:16PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଥିଲେ ଯେ ସ୍ୱାହିଦ ଦିବସ ହେଉଛି ଆସାମ ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରିଥିବା ଲୋକମାନଙ୍କ ଅସାଧାରଣ ସାହସ ଏବଂ ବଳିଦାନକୁ ସ୍ମରଣ କରିବାର ଏକ ଅବସର।
ସେ ଏକ୍ସ ଉପରେ ଏକ ପୋଷ୍ଟରେ ଲେଖିଛନ୍ତି :
"ସ୍ୱାହିଦ ଦିବସ ହେଉଛି ଆସାମ ଆନ୍ଦୋଳନରେ ନିଜକୁ ଉତ୍ସର୍ଗ କରିଥିବା ଲୋକମାନଙ୍କ ଅସାଧାରଣ ସାହସ ଏବଂ ବଳିଦାନକୁ ସ୍ମରଣ କରିବାର ଏକ ଅବସର । ସେମାନଙ୍କର ଅତୁଟ ସଂକଳ୍ପ ଏବଂ ନିଃସ୍ୱାର୍ଥପର ପ୍ରୟାସ ଆସାମର ଅନନ୍ୟ ସଂସ୍କୃତି ଏବଂ ପରିଚୟକୁ ସଂରକ୍ଷିତ କରିବାରେ ସାହାଯ୍ୟ କରିଥିଲା । ସେମାନଙ୍କର ବୀରତ୍ୱ ମଧ୍ୟ ଆମ ସମସ୍ତଙ୍କୁ ଏକ ବିକଶିତ ଆସାମ ଦିଗରେ କାର୍ଯ୍ୟ ଜାରି ରଖିବାକୁ ପ୍ରେରଣା ଦେଇଥାଏ

HS


(ରିଲିଜ ଆଡି: 2173103) ପରିଦର୍ଶକ କାଉଣ୍ଟର : 27