ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦେବୀ ମା’ଙ୍କ ପାଖେ ସମସ୍ତଙ୍କ ପାଇଁ ଶକ୍ତି ଓ କଲ୍ୟାଣ କାମନା କଲେ ପ୍ରଧାନମନ୍ତ୍ରୀ

Posted On: 28 SEP 2025 9:00AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେବୀ ମା’ଙ୍କ ଚରଣରେ ନମନ କରିବା ସହ ରାଷ୍ଟ୍ର ପାଇଁ ଦିବ୍ୟ ଆଶୀର୍ବାଦ କାମନା କରିଛନ୍ତି । ଆଧ୍ୟାତ୍ମିକ ଉତ୍ସାହ ଏବଂ ସାମୂହିକ ସଦଭାବନାର ସନ୍ଦେଶରେ ପ୍ରଧାନମନ୍ତ୍ରୀ ସମସ୍ତ ନାଗରିକଙ୍କ କଲ୍ୟାଣ, ସାହସ ଓ ଅନ୍ତର୍ନିହିତ ଶକ୍ତି ପାଇଁ ପ୍ରାର୍ଥନା କରିଛନ୍ତି ।

ଏକ୍ସରେ ଏକ ଭିଡିଓ ପୋଷ୍ଟ କରି ଶ୍ରୀ ମୋଦୀ କହିଛନ୍ତି;

“ଦେବୀ ମା’ଙ୍କ ଚରଣରେ କୋଟି କୋଟି ପ୍ରଣାମ! ସମସ୍ତଙ୍କୁ ଅଦଭ୍ୟ ସାହସ ଓ ଉତ୍ତମ ସ୍ୱାସ୍ଥ୍ୟର ଆଶୀର୍ବାଦ ପ୍ରଦାନ କରିବାକୁ ମୋର ପ୍ରାର୍ଥନା । ତାଙ୍କ କୃପାରୁ ସମସ୍ତଙ୍କ ଜୀବନରେ ଆତ୍ମବଳ ସଞ୍ଚାର ହେଉ ।

https://www.youtube.com/watch?v=xipST4S094Q”

 

SR


(Release ID: 2172459) Visitor Counter : 2