ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବଞ୍ଜାରା ସଂସ୍କୃତି ଏବଂ ଏହାର ଲୋକଙ୍କ ବିଷୟରେ ତାଙ୍କର ସ୍ମରଣୀୟ ଅନୁଭୂତି ବାଣ୍ଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 05 OCT 2024 6:20PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ୱାଶିମ ଗସ୍ତ ସମୟରେ ବଞ୍ଜାରା ସଂସ୍କୃତି ଏବଂ ଏହାର ଲୋକଙ୍କ ସହିତ ତାଙ୍କର ସ୍ମରଣୀୟ ଅନୁଭୂତି ବାଣ୍ଟିଛନ୍ତି।

X ଉପରେ ଏକ ଭିଡିଓ ପୋଷ୍ଟରେ ସେ କହିଛନ୍ତି :

ୱାଶିମର ଏକ ସ୍ମରଣୀୟ ଗସ୍ତ , ବଞ୍ଜାରା ସଂସ୍କୃତି ସହିତ ଜଡିତ ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ଏହି ଗସ୍ତକୁ ଆହୁରି ସ୍ୱତନ୍ତ୍ର କରିଦେଇଛି।"

"ୱାଶିମ ଗସ୍ତ ସ୍ମରଣୀୟ ଥିଲା, ବଞ୍ଜାରା ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଂଶ ଥିବା ବିଭିନ୍ନ ସ୍ଥାନ ପରିଦର୍ଶନ ଦ୍ୱାରା ଏହା ଆହୁରି ସ୍ୱତନ୍ତ୍ର ହୋଇଗଲା।"

***

SSP


(ରିଲିଜ ଆଡି: 2170069) ପରିଦର୍ଶକ କାଉଣ୍ଟର : 28