ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମନୀଷ୍ ନରୱାଲ ପି୧ ପୁରୁଷ ୧୦ମି ଏୟାର୍ ପିଷ୍ଟଲ୍ SH1 ଇଭେଣ୍ଟରେ ସିଲ୍‌ଭର ଜିତିଥିବାରୁ ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 AUG 2024 8:55PM by PIB Bhubaneshwar

ପ୍ୟାରିସ୍ ପାରାଲିମ୍ପିକ୍ସ ୨୦୨୪ ରେ ପି୧ ପୁରୁଷ ୧୦ ମିଟର ଏୟାର ପିସ୍ତଲ SH1 ଇଭେଣ୍ଟରେ ମନୀଷ ନରୱାଲ ରୌପ୍ୟ ପଦକ ଜିତିବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି।

 

ଏକ ଏକ୍ସ ପୋଷ୍ଟରେ, ପ୍ରଧାନମନ୍ତ୍ରୀ କହିଛନ୍ତି;

 

ପି୧ ପୁରୁଷ ୧୦ ମିଟର ଏୟାର ପିସ୍ତଲ SH1 ଇଭେଣ୍ଟରେ ମନୀଷ ନରୱାଲ ରୌପ୍ୟ ପଦକ ଜିତିବା ଏକ ଚମତ୍କାର ସଫଳତା। ତାଙ୍କର ସଠିକତା, ଏକାଗ୍ରତା ଏବଂ ପ୍ରତିବଦ୍ଧତା ପୁଣି ଥରେ ଗୌରବ ଆଣିଛି।

 

*****

MT


(ରିଲିଜ ଆଡି: 2169490) ପରିଦର୍ଶକ କାଉଣ୍ଟର : 25