ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଅନ୍ତର୍ଜାତୀୟ ସହଯୋଗ ଏବଂ ଏକ ସ୍ଥାୟୀ, ନ୍ୟାୟସଙ୍ଗତ ବିଶ୍ୱ ଗଠନ ପାଇଁ ଭାରତ ପ୍ରତିଶ୍ରୁତିବଦ୍ଧ : ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 31 DEC 2024 8:37PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତବ୍ୟ ଦେଇଛନ୍ତି ଯେ ୨୦୨୪ ରେ ବିଭିନ୍ନ ବିଶ୍ୱ ଶିଖର ସମ୍ମିଳନୀରେ ଭାରତର ସକ୍ରିୟ ଭୂମିକା ଅନ୍ତର୍ଜାତୀୟ ସହଯୋଗ ଏବଂ ଏକ ସ୍ଥାୟୀ, ନ୍ୟାୟସଙ୍ଗତ ବିଶ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ଦର୍ଶାଉଛି

ଏକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି :

‘‘୨୦୨୪ ରେ ବିଭିନ୍ନ ବିଶ୍ୱ ଶିଖର ସମ୍ମିଳନୀରେ ଭାରତର ସକ୍ରିୟ ଭୂମିକା ଆନ୍ତର୍ଜାତୀୟ ସହଯୋଗ ଏବଂ ଏକ ସ୍ଥାୟୀ, ନ୍ୟାୟସଙ୍ଗତ ବିଶ୍ୱକୁ ପ୍ରୋତ୍ସାହିତ କରିବା ପାଇଁ ଏହାର ପ୍ରତିବଦ୍ଧତାକୁ ଦର୍ଶାଏ ।’’

HS


(ରିଲିଜ ଆଡି: 2169351) ପରିଦର୍ଶକ କାଉଣ୍ଟର : 21