ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦେଶବାସୀଙ୍କୁ ପବିତ୍ର ମହାଳୟାର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 21 SEP 2025 9:55AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତ ଦେଶବାସୀଙ୍କୁ ପବିତ୍ର ମହାଳୟା ଅବସରରେ ଶୁଭକାମନା ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଦୁର୍ଗାପୂଜାର ପବିତ୍ର ଦିନଗୁଡିକ ନିକଟତର ହେବା ସହିତ, ଆମର ଜୀବନ ଆଲୋକ ଏବଂ ଉଦ୍ଦେଶ୍ୟରେ ପରିପୂର୍ଣ୍ଣ ହେଉ । ମା’ ଦୁର୍ଗାଙ୍କ ଦିବ୍ୟ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଅପାର ଶକ୍ତି, ଅସୀମ ଆନନ୍ଦ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ।”

ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ସମସ୍ତଙ୍କୁ ପବିତ୍ର ମହାଳୟାର ଶୁଭେଚ୍ଛା! ଦୁର୍ଗାପୂଜାର ପବିତ୍ର ଦିନଗୁଡିକ ନିକଟତର ହେବା ସହିତ, ଆମର ଜୀବନ ଆଲୋକ ଏବଂ ଉଦ୍ଦେଶ୍ୟରେ ପରିପୂର୍ଣ୍ଣ ହେଉ । ମା’ ଦୁର୍ଗାଙ୍କ ଦିବ୍ୟ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଅପାର ଶକ୍ତି, ଅସୀମ ଆନନ୍ଦ ଏବଂ ଉତ୍ତମ ସ୍ୱାସ୍ଥ୍ୟ ଆଣିଦେଉ ।”

 

SR


(ରିଲିଜ ଆଡି: 2169333) ପରିଦର୍ଶକ କାଉଣ୍ଟର : 26