ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଶନ ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ ୨.୦ ଉପରେ ଏକ ଆଲେଖ୍ୟ ସେୟାର କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 19 SEP 2025 11:51AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ସେୟାର କରିଛନ୍ତି, ଯେଉଁଥିରେ ବର୍ଣ୍ଣନା କରାଯାଇଛି କି ମିଶନ ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ . ଶିଶୁ, କିଶୋରୀ ଏବଂ ଗର୍ଭବତୀ ମାଙ୍କ ପୋଷଣରେ ସୁଧାର ପାଇଁ ଏକ ବଡ଼ ପଦକ୍ଷେପ ଶ୍ରୀ ମୋଦୀ କହିଛନ୍ତି, ‘ଦେଶବ୍ୟାପୀ ବିସ୍ତାରିତ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ରର ବିଶାଳ ନେଟୱର୍କ ମାଧ୍ୟମରେ ଲକ୍ଷାଧିକ ଲାଭାର୍ଥୀଙ୍କୁ ସହାୟତା ମିଳିପାରୁଛି

କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଦ୍ୱାରା ଏକ୍ସ ରେ ହୋଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

ମିଶନ ସକ୍ଷମ ଅଙ୍ଗନବାଡ଼ି ଏବଂ ପୋଷଣ . ଶିଶୁ, କିଶୋରୀ, ଗର୍ଭବତୀ ମା ମାନଙ୍କ ପୋଷଣରେ ସୁଧାର ପାଇଁ ନିଆଯାଇଥିବା ଏକ ବଡ଼ ପଦକ୍ଷେପ ଏହାଦ୍ୱାରା ଦେଶବ୍ୟାପୀ ବିସ୍ତାରିତ ହୋଇଥିବା ଅଙ୍ଗନବାଡ଼ି କେନ୍ଦ୍ରର ବିଶାଳ ନେଟୱର୍କ ମାଧ୍ୟମରେ ଲକ୍ଷାଧିକ ଲାଭାର୍ଥୀଙ୍କୁ ସହାୟତା ମିଳିପାରୁଛି ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟର ଏହି ଯୋଜନାରେ କିପରି ଆମର କୋଟି କୋଟି ଶିଶୁଙ୍କ ଭବିଷ୍ୟତ ସୁରକ୍ଷିତ ହେଉଛି, କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ ଏହି ଆଲେଖ୍ୟରେ ବିସ୍ତାର ଭାବେ ବର୍ଣ୍ଣନା କରିଛନ୍ତି

SR


(ରିଲିଜ ଆଡି: 2168828) ପରିଦର୍ଶକ କାଉଣ୍ଟର : 19