ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସ ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 16 SEP 2025 2:40PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟାଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ଶେୟାର କରିଛନ୍ତି ସେହି ଆଲେଖ୍ୟରେ ବର୍ଣ୍ଣନା କରାଯାଇଛି ଯେ, କିପରିସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ, ସବକା ପ୍ରୟାସଦୈନନ୍ଦୀନ ବାସ୍ତବତାରେ ଦୃଶ୍ୟମାନ - ବିଦ୍ୟୁତ ଆଉ ଏକ ବିଳାସ ହୋଇ ରହି ନାହିଁ, କଲ୍ୟାଣ ସିଧାସଳଖ ଯୋଗାଇ ଦିଆଯାଉଛି ଏବଂ ଡିଜିଟାଲ ସମନ୍ୱୟ ସହିତ ଭିତ୍ତଭୂମି ଯୋଜନା କରାଯାଉଛି

କେନ୍ଦ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟାଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟ ଉପରେ ମନ୍ତବ୍ୟ ଦେଇ ଶ୍ରୀ ମୋଦୀ କହିଛନ୍ତି;

ଏହି ଆଲେଖ୍ୟରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭିୟା ଲେଖିଛନ୍ତି ଯେ, ‘ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ସବକା ପ୍ରୟାସଦୈନନ୍ଦୀନ ବାସ୍ତବତାରେ ଦୃଶ୍ୟମାନ - ବିଦ୍ୟୁତ ଆଉ ଏକ ବିଳାସ ହୋଇ ରହି ନାହିଁ, କଲ୍ୟାଣ ସିଧାସଳଖ ଯୋଗାଇ ଦିଆଯାଉଛି ଏବଂ ଡିଜିଟାଲ ସମନ୍ୱୟ ସହିତ ଭୂତ୍ତିଭୂମି ଯୋଜନା କରାଯାଉଛି

ପ୍ରଥମେ ଗୁଜରାଟରେ ପରୀକ୍ଷଣ କରାଯାଇଥିବା ଏହି ଭାରତୀୟ ମଡେଲ୍ ଏବଂ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଜାତୀୟ ସ୍ତରରେ ପରିଚାଳିତ, ଶାସନକୁ ଶେଷ ମାଇଲ ପର୍ଯ୍ୟନ୍ତ ନେଇଯାଇଛି ଭାରତର ଯନ୍ତ୍ରପାତିକୁ ପ୍ରତିଶୃତି ଦେବାରୁ ଆରମ୍ଭ କରି ପାଳନ କରିବା ପର୍ଯ୍ୟନ୍ତ ପରିବର୍ତ୍ତନ କରିଛି ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତର ମାର୍ଗ ପ୍ରଶସ୍ତ କରିଛି

 

SR


(रिलीज़ आईडी: 2167335) आगंतुक पटल : 17
इस विज्ञप्ति को इन भाषाओं में पढ़ें: Bengali , Telugu , English , Urdu , Marathi , हिन्दी , Assamese , Manipuri , Punjabi , Gujarati , Tamil , Kannada , Malayalam