ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସିଆ କପରେ ରୌପ୍ୟଜୟୀ ଭାରତୀୟ ମହିଳା ହକି ଦଳକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
14 SEP 2025 9:21PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶୀ ନରେନ୍ଦ୍ର ମୋଦୀ ମହିଳା ଏସିଆ କପ ୨୦୨୫ରେ ଭାରତୀୟ ମହିଳା ହକି ଦଳକୁ ସେମାନଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି, ଯେଉଁଠାରେ ସେମାନେ ରୌପ୍ୟ ପଦକ ଜିତିବା ସହ ଦେଶର ଗୌରବ ବଢ଼ାଇଛନ୍ତି ।
ଆଜି ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଆମର ଭାରତୀୟ ମହିଳା ହକି ଦଳ ମହିଳା ଏସିଆ କପ ୨୦୨୫ରେ ରୌପ୍ୟ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି । ସେମାନଙ୍କୁ ଅଭିନନ୍ଦନ । ସେମାନଙ୍କର ଦୃଢ଼ ସଂକଳ୍ପ ଏବଂ ଦଳଗତ ମନୋଭାବ ଚମତ୍କାର । ଭବିଷ୍ୟତ ପାଇଁ ସେମାନଙ୍କୁ ଶୁଭକାମନା ।”
SR
(ରିଲିଜ ଆଡି: 2166684)
ପରିଦର୍ଶକ କାଉଣ୍ଟର : 31
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam