ପୋଷ୍ଟ କରାଯିବା ଦିନାଙ୍କ:
13 MAY 2025 7:56PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଟିବି ଉନ୍ମୁଳନ ଉପରେ ଭାରତର ମିଶନ ସମ୍ପର୍କିତ ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ‘ସକ୍ରିୟ ଜନ ଭାଗିଦାରୀରୁ ପ୍ରେରଣା ପାଇ, ବିଗତ କିଛି ବର୍ଷ ଧରି ଏହି ଆନେ୍ଦାଳନ ମହତ୍ୱପୂର୍ଣ୍ଣ ଗତି ପାଇଛି ।”
ପ୍ରଧାନମନ୍ତ୍ରୀ ଏକ୍ସର ଏକ ପୋଷ୍ଟରେ ଲେଖିଛନ୍ତି;
“ଟିବି ଉନ୍ମୁଳନ ଉପରେ ଭାରତର ମିଶନ ସମ୍ପର୍କିତ ବୈଠକରେ ଅଧ୍ୟକ୍ଷତା କଲି । ସକ୍ରିୟ ଜନ ଭାଗିଦାରୀରେ ପ୍ରେରଣା ପାଇ, ବିଗତ କିଛି ବର୍ଷ ଧରି ଏହି ଆନେ୍ଦାଳନ ମହତ୍ୱପୂର୍ଣ୍ଣ ଗତି ପାଇପାରିଛି । ଆମ ସରକାର ଟିବି ମୁକ୍ତ ଭାରତର ସ୍ୱପ୍ନ ସାକାର କରିବା ପାଇଁ ସମସ୍ତ ହିତାଧିକାରୀଙ୍କ ସହ ମିଳିମିଶି କାମ କରିବାକୁ ପ୍ରତିବଦ୍ଧ ଅଛୁ ।”
SR