ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଭାରତକୁ ୨୦୪୭ ସୁଦ୍ଧା ସିକିଲସେଲ ମୁକ୍ତ ରୋଗ ମୁକ୍ତ କରିବା ଲକ୍ଷ୍ୟରେ ନିଆଯାଇଥିବା ଐତିହାସିକ ପଦକ୍ଷେପ ବାବଦରେ ଏକ ଆଲେଖ ସେୟାର କରିଛନ୍ତି

ପୋଷ୍ଟ କରାଯିବା ଦିନାଙ୍କ: 12 AUG 2025 12:35PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତକୁ ୨୦୪୭ ସୁଦ୍ଧା ସିକିଲସେଲ ମୁକ୍ତ ରୋଗ ମୁକ୍ତ କରିବା ଲକ୍ଷ୍ୟରେ ନିଆଯାଇଥିବା ଐତିହାସିକ ପଦକ୍ଷେପ ବାବଦରେ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ଦ୍ୱାରା ଲିଖିତ ଏକ ଆଲେଖ ସେୟାର କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷର ପିଏମଓ ହ୍ୟାଣ୍ଡଲ ପକ୍ଷରୁ ଏକ୍ସ ର ଏକ ପୋଷ୍ଟରେ କୁହାଯାଇଛି;

“ଭାରତର ରାଷ୍ଟ୍ରୀୟ ସିକିଲ ସେଲ ରକ୍ତହୀନତା ଉନ୍ମୁଳନ ମିଶନ ଆନୁବଂଶିକ ବିକାର ସହ ଲଢ଼ିବା ଠାରୁ ଆରମ୍ଭ କରି ସମାନତା ଏବଂ ସମ୍ମାନ ସୁନିଶ୍ଚିତ କରିବା ପର୍ଯ୍ୟନ୍ତ ଜନସ୍ୱାସ୍ଥ୍ୟରେ ଏକ ନୂତନ ଯୁଗର ସୂତ୍ରପାତ କରୁଛି । କେନ୍ଦ୍ରମନ୍ତ୍ରୀ ଶ୍ରୀ @JPNadda ୨୦୪୭ ସୁଦ୍ଧା ସିକିଲସେଲ ମୁକ୍ତ ରୋଗ ମୁକ୍ତ କରିବା ଲକ୍ଷ୍ୟରେ ନିଆଯାଇଥିବା ଐତିହାସିକ ପଦକ୍ଷେପ ବାବଦରେ ଏକ ଆଲେଖ ଲେଖିଛନ୍ତି, ତାଙ୍କ ବିଚାରଧାରାକୁ ଅବଶ୍ୟ ପଢ଼ିବା ଆବଶ୍ୟକ ।”

SR


(ରିଲିଜ ଆଡି: 2159382) ପରିଦର୍ଶକ କାଉଣ୍ଟର : 40