ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାତୀୟ ବିଜ୍ଞାନ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
28 FEB 2025 10:00AM by PIB Bhubaneswar
28 .02. 2025 : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ବିଜ୍ଞାନ ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ X ରେ ଏକ ପୋଷ୍ଟରେ ଲେଖିଛନ୍ତି :
“ବିଜ୍ଞାନ ପ୍ରତି ଆଗ୍ରହୀ ଲୋକମାନଙ୍କୁ, ବିଶେଷ କରି ଆମର ଯୁବ ଉଦ୍ଭାବକମାନଙ୍କୁ ଜାତୀୟ ବିଜ୍ଞାନ ଦିବସ ଅବସରରେ ଶୁଭେଚ୍ଛା। ଆସନ୍ତୁ ବିଜ୍ଞାନ ଏବଂ ନବସୃଜନକୁ ଲୋକପ୍ରିୟ କରିବା ଏବଂ ବିଜ୍ଞାନକୁ ଏକ ବିକଶିତ ଭାରତ ଗଠନ କରିବା ପାଇଁ ବ୍ୟବହାର କରିବା।
ଏହି ମାସର ମନ୍ କି ବାତ୍ କାର୍ଯ୍ୟକ୍ରମ ସମୟରେ, 'ବୈଜ୍ଞାନିକ ଭାବରେ ଗୋଟିଏ ଦିନ' ଅର୍ଥାତ୍ ଯେଉଁଠାରେ ଯୁବପିଢ଼ି କିଛି ନା କିଛି ବୈଜ୍ଞାନିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରନ୍ତି, ସେ ବିଷୟରେ କଥା ହୋଇଥିଲୁ...।"
****
SSP
(ରିଲିଜ ଆଡି: 2159241)
ପରିଦର୍ଶକ କାଉଣ୍ଟର : 25
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam