ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
‘ପରୀକ୍ଷା ପେ ଚର୍ଚ୍ଚା’ ପୁଣି ଆସିଛି ଏବଂ ତାହା ମଧ୍ୟ ଏକ ନୂତନ ଏବଂ ଚମତ୍କାର ଢାଞ୍ଚାରେ ! : ପ୍ରଧାନମନ୍ତ୍ରୀ
Posted On:
06 FEB 2025 1:18PM by PIB Bhubaneshwar
ସମସ୍ତ ପରୀକ୍ଷା ଯୋଦ୍ଧା, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କୁ #PPC2025 ଦେଖିବାକୁ ଅନୁରୋଧ, ଯେଉଁଥିରେ ଚାପମୁକ୍ତ ପରୀକ୍ଷାର ବିଭିନ୍ନ ଦିଗକୁ ପରିସରଭୁକ୍ତ କରୁଥିବା 8ଟି ଅତ୍ୟନ୍ତ ଆକର୍ଷଣୀୟ ଏପିସୋଡ୍ ରହିଛି ! : ପ୍ରଧାନମନ୍ତ୍ରୀ
06. 02. 2025 : ସମସ୍ତ ପରୀକ୍ଷା ଯୋଦ୍ଧା, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କୁ ପରୀକ୍ଷା ପେ ଚର୍ଚ୍ଚା 2025 ଦେଖିବାକୁ ଅନୁରୋଧ କରି, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ X ରେ ଏକ ପୋଷ୍ଟରେ ଲେଖିଛନ୍ତି,:
“‘ପରୀକ୍ଷା ପେ ଚର୍ଚା’ ପୁଣି ଆସିଛି ଏବଂ ତାହା ମଧ୍ୟ ଏକ ନୂତନ ଏବଂ ଚମତ୍କାର ଢାଞ୍ଚାରେ !
ସମସ୍ତ ପରୀକ୍ଷା ଯୋଦ୍ଧା, ସେମାନଙ୍କ ପିତାମାତା ଏବଂ ଶିକ୍ଷକମାନଙ୍କୁ #PPC2025 ଦେଖିବାକୁ ଅନୁରୋଧ କରୁଛି, ଯେଉଁଥିରେ ଚାପମୁକ୍ତ ପରୀକ୍ଷାର ବିଭିନ୍ନ ଦିଗକୁ ନେଇ 8ଟି ଅତ୍ୟନ୍ତ ଆକର୍ଷଣୀୟ ଏପିସୋଡ୍ ରହିଛି! ”
***
SSP
(Release ID: 2158956)
Visitor Counter : 5
Read this release in:
Malayalam
,
Telugu
,
English
,
Bengali
,
Assamese
,
Urdu
,
हिन्दी
,
Marathi
,
Manipuri
,
Punjabi
,
Gujarati
,
Tamil
,
Kannada