ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନ, ମିଶନ ସୁଦର୍ଶନ ଚକ୍ର, ବିକଶିତ ଭାରତ ରୋଜଗାର ଯୋଜନା, ଜାତୀୟ ଗଭୀର ଜଳ ଅନ୍ୱେଷଣ ଭଳି ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଏକ ପ୍ରବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
19 AUG 2025 12:45PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏକ ନିବନ୍ଧ ସେୟାର କରିଛନ୍ତି ଯେଉଁଥିରେ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଆଲୋକପାତ କରାଯାଇଛି, ଯେପରିକି ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନ, ମିଶନ ସୁଦର୍ଶନ ଚକ୍ର, ବିକଶିତ ଭାରତ ରୋଜଗାର ଯୋଜନା, ଜାତୀୟ ଗଭୀର ଜଳ ଅନ୍ୱେଷଣ ଏବଂ ଆହୁରି ଅନେକ, ଯାହା ଭାରତକୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବରେ ଆଗେଇ ନେଉଛି ଏବଂ ବିକାଶିତ ଭାରତ ଦିଗରେ ଦେଶର ଯାତ୍ରାକୁ ପରିଚାଳିତ କରୁଛି।
ଉପରୋକ୍ତ ବିଷୟ ଉପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀଙ୍କ ଦ୍ୱାରା ଲିଖିତ ପ୍ରବନ୍ଧର ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି;
କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଉପରେ ଆଲୋକପାତ କରିଛନ୍ତି, ଯେପରିକି ଜାତୀୟ ଗୁରୁତ୍ୱପୂର୍ଣ୍ଣ ଖଣିଜ ମିଶନ, ମିଶନ ସୁଦର୍ଶନ ଚକ୍ର, ବିକଶିତ ଭାରତ ରୋଜଗାର ଯୋଜନା, ଜାତୀୟ ଗଭୀର ଜଳ ଅନ୍ୱେଷଣ ଏବଂ ଆହୁରି ଅନେକ, ଯାହା ଭାରତକୁ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ଭାବରେ ଆଗେଇ ନେଉଛି ଏବଂ ବିକାଶିତ ଭାରତ ଦିଗରେ ଦେଶର ଯାତ୍ରାକୁ ପରିଚାଳିତ କରୁଛି ।
HS
(ରିଲିଜ ଆଡି: 2158922)
ପରିଦର୍ଶକ କାଉଣ୍ଟର : 30
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Manipuri
,
Bengali-TR
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam