ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୀମାପାର ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳତା ଉପରେ ଏକ ପ୍ରବନ୍ଧ ସେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 07 JUN 2025 12:38PM by PIB Bhubaneshwar

ପ୍ରଧାନମନ୍ତ୍ରୀ, ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ସେୟାର କରିଛନ୍ତି ଯେଉଁଥିରେ ସୀମାପାର ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳତାକୁ ପୁନଃ ସ୍ପଷ୍ଟ କରାଯାଇଛି।

ଶ୍ରୀ ମୋଦୀ କହିଛନ୍ତି, ଭାରତ ଉପରେ ଯେକୌଣସି ଆକ୍ରମଣର କଡ଼ା ଜବାବ ଦିଆଯିବ ଏବଂ ଆତଙ୍କବାଦୀ ଏବଂ ସେମାନଙ୍କୁ ନିୟନ୍ତ୍ରଣ କରୁଥିବା ତତ୍ତ୍ୱଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କରାଯିବ ନାହିଁ ବୋଲି ଯେ ପ୍ରତିରକ୍ଷା ମନ୍ତ୍ରୀ ଦୃଢ଼ ଭାବରେ ସ୍ପଷ୍ଟ କରିଛନ୍ତି ।

ଉପରୋକ୍ତ ପ୍ରବନ୍ଧ ବିଷୟରେ ରକ୍ଷା ମନ୍ତ୍ରୀଙ୍କ ଏକ୍ସ ପୋଷ୍ଟର ଜବାବ ଦେଇ ଶ୍ରୀ ମୋଦୀ କହିଛନ୍ତି;

‘‘ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ @rajnathsingh ସୀମାପାର ଆତଙ୍କବାଦ ପ୍ରତି ଭାରତର ଶୂନ୍ୟ ସହନଶୀଳତାକୁ ପୁନଃ ସ୍ପଷ୍ଟ କରିଛନ୍ତି। ସେ ଦୃଢ଼ ଭାବରେ କହିଛନ୍ତି ଯେ ଭାରତ ଉପରେ ଯେକୌଣସି ଆକ୍ରମଣର କଡ଼ା ଜବାବ ଦିଆଯିବ ଏବଂ ଆତଙ୍କବାଦୀ ସେମାନଙ୍କର ନିୟନ୍ତ୍ରଣ କରୁଥିବା ତତ୍ତ୍ୱଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କରାଯିବ ନାହିଁ’’

 

***

PS


(रिलीज़ आईडी: 2158848) आगंतुक पटल : 16
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Nepali , Marathi , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam