ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଗ୍ରହଣ କରିବାରେ ଭାରତ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହେବା ଦେଖି ଗର୍ବିତ: ପ୍ରଧାନମନ୍ତ୍ରୀ
प्रविष्टि तिथि:
17 JAN 2025 11:23PM by PIB Bhubaneshwar
ନମୋ ଆପରେ ହିନ୍ଦୁ ବିଜନେସ୍ ଲାଇନର ଏକ ସମ୍ବାଦ ନିବନ୍ଧକୁ ଉଦ୍ଧୃତ କରି ସେ ଏକ୍ସରେ ପୋଷ୍ଟ କରିଛନ୍ତି;
"ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଗ୍ରହଣ କରିବାରେ ଭାରତ ବିଶ୍ୱର ଅଗ୍ରଣୀ ରାଷ୍ଟ୍ର ଭାବେ ଉଭା ହେବା ଦେଖି ଗର୍ବିତ। ଏହା ନବସୃଜନ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦର୍ଶାଉଛି ଏବଂ ପରିବର୍ତ୍ତନଶୀଳ ଅଭିବୃଦ୍ଧି ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଲାଭ ଉଠାଉଛି।
https://www.thehindubusinessline.com/info-tech/india-outpaces-global-ai-adoption-bcg-survey/article69101450.ece
ନମୋ ଆପ୍ ଜରିଆରେ "
HS
(रिलीज़ आईडी: 2158794)
आगंतुक पटल : 6
इस विज्ञप्ति को इन भाषाओं में पढ़ें:
Manipuri
,
English
,
Urdu
,
हिन्दी
,
Marathi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam