ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ନିୟମ, ୨୦୨୫ର ଚିଠା ନାଗରିକ କୈନ୍ଦ୍ରିକ ଶାସନ ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରାଥମିକତା ଦେଇଥାଏ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 07 JAN 2025 4:18PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ନିୟମ, ୨୦୨୫ର ଚିଠା ନାଗରିକ କୈନ୍ଦ୍ରିକ ଶାସନ ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରାଥମିକତା ଦେଇଥାଏ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପୋଷ୍ଟକୁ ଉତ୍ତର ଦେଇ ଶ୍ରୀ ମୋଦୀ ଲେଖିଛନ୍ତି;

"କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ବର୍ଣ୍ଣନା କରିଛନ୍ତି ଯେ କିପରି ଡିଜିଟାଲ୍ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ନିୟମ, ୨୦୨୫ର ଚିଠା ନାଗରିକ-କୈନ୍ଦ୍ରିକ ଶାସନ ପ୍ରତି ଭାରତର ପ୍ରତିବଦ୍ଧତାକୁ ପ୍ରାଥମିକତା ଦେଇଥାଏ। ଏହି ନିୟମର ଉଦ୍ଦେଶ୍ୟ ହେଉଛି ଅଭିବୃଦ୍ଧି ଏବଂ ଅନ୍ତର୍ଭୂକ୍ତିକରଣକୁ ଆଗେଇ ନେବା ସହିତ ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବା।

HS


(ରିଲିଜ ଆଡି: 2158789) ପରିଦର୍ଶକ କାଉଣ୍ଟର : 37