ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସହଜ ଜୀବନଯାପନ ପାଇଁ ଏନ୍‌ସିଆର୍‌ରେ ଭିତ୍ତିଭୂମି ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 16 AUG 2025 8:43PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାତୀୟ ରାଜଧାନୀ କ୍ଷେତ୍ର (ଏନ୍ସିଆର୍)ରେ ଭିତ୍ତିଭୂମି ବିକାଶକୁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୋତ୍ସାହନ ମାଧ୍ୟମରେ ନାଗରିକମାନଙ୍କ ପାଇଁସହଜ ଜୀବନଯାପନକୁ ଉନ୍ନତ କରିବାକୁ ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି

ଏକ୍ସରେ ଡିଡି ନ୍ୟୁଜ ପକ୍ଷରୁ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ ଲେଖିଛନ୍ତି;

ସହଜ ଜୀବନଯାପନରେ ସୁଧାର ଆଣିବା ପାଇଁ ଆମର ପ୍ରତିବଦ୍ଧତା ସହିତ ଏନ୍ସିଆର୍ରେ ଭିତ୍ତଭୂମିକୁ ପ୍ରୋତ୍ସାହନ

 

SR


(ରିଲିଜ ଆଡି: 2157349) ପରିଦର୍ଶକ କାଉଣ୍ଟର : 17