ପୋଷ୍ଟ କରାଯିବା ଦିନାଙ୍କ:
31 JUL 2025 10:55AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତ ମାତାର ଅମର ପୁତ୍ର ଶହୀଦ ଉଧମ ସିଂହଙ୍କ ବଳିଦା ଦିବସ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି;
“ଭାରତ ମାତାର ଅମର ପୁତ୍ର ଶହୀଦ ଉଧମ ସିଂହଙ୍କୁ ତାଙ୍କ ବଳିଦାନ ଦିବସରେ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି । ତାଙ୍କ ଦେଶଭକ୍ତି ଏବଂ ସାହସିକତାର ଗାଥା ଦେଶବାସୀଙ୍କ ପାଇଁ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ ।”
SR