ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମେରିକାର ଟେକ୍ସାସରେ ଭୟଙ୍କର ବନ୍ୟାରେ ହୋଇଥିବା ଜୀବନହାନୀ ଘଟଣାରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

Posted On: 06 JUL 2025 12:06AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ଟେକ୍ସାସରେହୋଇଥିବା ଭୟଙ୍କର ବନ୍ୟାରେ ହୋଇଥିବା ପ୍ରାଣହାନୀ, ବିଶେଷକରିପିଲାମାନଙ୍କ ମୃତ୍ୟୁ ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଟେକ୍ସାସରେ ଆସିଥିବା ଭୟଙ୍କର ବନ୍ୟାରେ ହୋଇଥିବା ଜୀବନହାନି, ବିଶେଷକରି ପିଲାମାନଙ୍କ ମୃତ୍ୟୁ ବିଷୟରେ ଜାଣି ଗଭୀର ଦୁଃଖଅନୁଭବ କରୁଛି । ଆମେରିକା ସରକାର ଏବଂ ଶୋକସନ୍ତପ୍ତ ପରିବାରପ୍ରତି ଆମର ସମବେଦନା ।”

 

SR


(Release ID: 2142749)