ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ପୋର୍ଟ ଅଫ ସ୍ପେନରେ ତ୍ରିନିଦାଦର ଗାୟକ ଶ୍ରୀ ରାଣା ମୋହିପଙ୍କୁ ଭେଟିଲେ

ପୋଷ୍ଟ କରାଯିବା ଦିନାଙ୍କ: 04 JUL 2025 9:42AM by PIB Bhubaneswar

 

ପୋର୍ଟ ଅଫ ସ୍ପେନରେ ଆୟୋଜିତ ରାତ୍ରଭୋଜନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦର ଗାୟକ ଶ୍ରୀ ରାଣା ମୋହିପଙ୍କୁ ଭେଟିଛନ୍ତି ଶ୍ରୀ ମୋହିପ କିଛି ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଆୟୋଜିତ ସମାରୋହରେବୈଷ୍ଣବ ଜନ ତୋ ଗାଇଥିଲେ

ଭାରତୀୟ ସଙ୍ଗୀତ ଏବଂ ସଂସ୍କୃତି ପ୍ରତି ଶ୍ରୀ ମୋହିପଙ୍କ ଆଗ୍ରହକୁ ପ୍ରଧାନମନ୍ତ୍ରୀ ଭୂୟସୀ ପ୍ରଶଂସା କରିଥିଲେ

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

ପୋର୍ଟ ଅଫ ସ୍ପେନରେ ଆୟୋଜିତ ରାତ୍ରଭୋଜନରେ ଶ୍ରୀ ରାଣା ମୋହିପଙ୍କୁ ଭେଟିଲି, ଯିଏକି କିଛି ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେବୈଷ୍ଣବ ଜନ ତୋ ଗାଇଥିଲେ ଭାରତୀୟ ସଙ୍ଗୀତ ଏବଂ ସଂସ୍କୃତି ପ୍ରତି ତାଙ୍କ ଆଗ୍ରହ ଅତ୍ୟନ୍ତ ପ୍ରଶଂସନୀୟ

SR


(ରିଲିଜ ଆଡି: 2142464) ପରିଦର୍ଶକ କାଉଣ୍ଟର : 16