ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସୌର ଶକ୍ତି ଯୋଗୁଁ ବିଶ୍ୱସ୍ତରୀୟ ଶକ୍ତି ପରିଦୃଶ୍ୟରେ ହେଉଥିବା ପରିବର୍ତ୍ତନ ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 01 JUL 2025 12:21PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସୌରଶକ୍ତି ଯୋଗୁଁ ବିଶ୍ୱସ୍ତରରେ ଶକ୍ତି ପରିଦୃଶ୍ୟରେ ହେଉଥିବା ପରିବର୍ତ୍ତନ ଉପରେ ଏକ ଆଲେଖ୍ୟ ଶେୟାର କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ଅନ୍ତର୍ଜାତୀୟ ସୌର ମେଣ୍ଟ କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ସ୍ୱଚ୍ଛ ଶକ୍ତି ବିପ୍ଳବକୁ ଆଗେଇ ନେଉଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଜୋଶୀଙ୍କ ପକ୍ଷରୁ ଏକ୍ସରେ କରାଯାଇଥିବା ଏକ ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି:

“କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହଲ୍ଲାଦ ଯୋଶୀ ଲେଖିଛନ୍ତି ଯେ, ସୌର ଶକ୍ତି ଯୋଗୁଁ ବିଶ୍ୱସ୍ତରୀୟ ଶକ୍ତି ପରିଦୃଶ୍ୟରେ ପରିବର୍ତ୍ତନ ଆସୁଛି । ଅନ୍ତର୍ଜାତୀୟ ସୌର ମେଣ୍ଟ କେବଳ ଭାରତରେ ନୁହେଁ ବରଂ ସାରା ବିଶ୍ୱରେ ସ୍ୱଚ୍ଛ ଶକ୍ତି ବିପ୍ଳବକୁ ଆଗେଇ ନେଉଛି ।”

 

SR


(रिलीज़ आईडी: 2141111) आगंतुक पटल : 6
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Bengali-TR , Punjabi , Gujarati , Tamil , Telugu , Kannada , Malayalam