ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୧୧ ବର୍ଷରେ ଖଣି କ୍ଷେତ୍ରର ସଂସ୍କାରଗୁଡିକ ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

Posted On: 23 JUN 2025 3:06PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗତ ୧୧ ବର୍ଷରେ ଖଣି କ୍ଷେତ୍ରରେ ନିଆଯାଇଥିବା ଗୁରୁତ୍ୱପୂର୍ଣ୍ଣ ସଂସ୍କାରଗୁଡିକ ବିଷୟରେ ବର୍ଣ୍ଣନା କରୁଥିବା ଏକ ଆଲେଖ୍ୟ ଶେୟାର କରିଛନ୍ତି । ପରିବର୍ତ୍ତନକାରୀ ସଂସ୍କାର  ସହ କିପରି ଖଣି କ୍ଷେତ୍ର ସମବାୟ ସଂଘୀୟତା ଏବଂ ସ୍ୱଚ୍ଛ ଶାସନର ପ୍ରତୀକ ଭାବରେ ସ୍ଥାପିତ ହୋଇଛ ସେ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜି କିଶନ ରେଡ୍ଡୀଙ୍କ ପକ୍ଷରୁ ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;

“କେନ୍ଦ୍ର ମନ୍ତ୍ରୀ ମନ୍ତ୍ରୀ ଶ୍ରୀ କିଶନ ରେଡ୍ଡୀ ଲେଖିଛନ୍ତି ଯେ ଗତ ୧୧ ବର୍ଷରେ କରାଯାଇଥିବା ସଂସ୍କାରଗୁଡିକ ସମବାୟ ସଂଘୀୟତାକୁ ଖଣି କ୍ଷେତ୍ରର ପରିଚୟ କରିବା ସହ କେନ୍ଦ୍ର-ରାଜ୍ୟ ସହଯୋଗକୁ ମଜବୁତ କରିଛି ଏବଂ ସାମଗ୍ରିକ ଶାସନକୁ ଉନ୍ନତ କରିଛି ।”

 

SR

 


(Release ID: 2138997)