ପୋଷ୍ଟ କରାଯିବା ଦିନାଙ୍କ:
21 JUN 2025 4:58PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଏକ ଲେଖ ସେୟାର କରିଛନ୍ତି, ଯେଉଁଥିରେ କି ମହିଳା ଓ ଶିଶୁ କଲ୍ୟାଣ ନୀତିରେ ଯୋଗକୁ ସାମିଲ କରାଯିବାରୁ ଭାରତରେ ଦେଶବ୍ୟାପୀ ତୃଣମୂଳ ସ୍ତରରେ କିପରି ସ୍ୱାସ୍ଥ୍ୟ ଏବଂ କଲ୍ୟାଣ ପ୍ରୋତ୍ସାହିତ ହୋଇପାରିଛି ତାହା ବର୍ଣ୍ଣିତ ଅଛି ।
କେନ୍ଦ୍ରମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଦ୍ୱାରା ଏକ୍ସ ରେ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“କେନ୍ଦ୍ର ମନ୍ତ୍ରୀ @Annapurna4BJPଜୀ ଏହା ବର୍ଣ୍ଣନା କରିଚନ୍ତି କି କିଭଳି ଭାରତରେ ମହିଳା ଓ ଶିଶୁ କଲ୍ୟାଣ ନୀତିରେ ଯୋଗକୁ ସାମିଲ କରାଯିବାରୁ ଦେଶବ୍ୟାପୀ ତୃଣମୂଳ ସ୍ତରରେ ସ୍ୱାସ୍ଥ୍ୟ ସେବା ଏବଂ କଲ୍ୟାଣ ବୃଦ୍ଧି ପାଇଛି...ଅବଶ୍ୟ ସମସ୍ତେ ପଢ଼ନ୍ତୁ ।”
SR