ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଯୁବ କ୍ରିକେଟ ଖେଳାଳୀ ବୈଭବ ସୂର୍ଯ୍ୟବଂଶୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 MAY 2025 2:29PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପାଟନା ବିମାନବନ୍ଦରରେ ଯୁବ କ୍ରିକେଟ ଖେଳାଳୀ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ପରିବାରକୁ ଭେଟିଛନ୍ତି ଶ୍ରୀ ମୋଦୀ କହିଛନ୍ତି, “ସମଗ୍ର ଦେଶ ତାଙ୍କ କ୍ରିକେଟ ଦକ୍ଷତାକୁ ପ୍ରଶଂସା କରୁଛି! ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭକାମନା

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି:

ପାଟନା ବିମାନବନ୍ଦରରେ ଯୁବ କ୍ରିକେଟ ଖେଳାଳୀ ବୈଭବ ସୂର୍ଯ୍ୟବଂଶୀ ଏବଂ ତାଙ୍କ ପରିବାରକୁ ଭେଟିଲି ତାଙ୍କର କ୍ରିକେଟ ଦକ୍ଷତା ସମଗ୍ର ଦେଶରେ ପ୍ରଶସିଂତ ହେଉଛି! ତାଙ୍କର ଭବିଷ୍ୟତ ପ୍ରୟାସ ପାଇଁ ମୋର ଶୁଭକାମନା

 

SR


(ରିଲିଜ ଆଡି: 2132942) ପରିଦର୍ଶକ କାଉଣ୍ଟର : 24