ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନାଗରିକ ଅଳଙ୍କରଣ ସମାରୋହ-୧ରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

Posted On: 28 APR 2025 9:46PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଦ୍ମ ସମ୍ମାନ ପ୍ରଦାନ କରାଯାଉଥିବା ନାଗରିକ ଅଳଙ୍କରଣ ସମାରୋହ-୧ରେ ଯୋଗ ଦେଇଛନ୍ତି । “ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ କୃତିତ୍ୱ ପାଇଁ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି” କହିଛନ୍ତି ଶ୍ରୀ ମୋଦୀ ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି;

“ପଦ୍ମ ପୁରସ୍କାର ପ୍ରଦାନ କରାଯାଉଥିବା ନାଗରିକ ଅଳଙ୍କରଣ ସମାରୋହ-୧ରେ ଯୋଗ ଦେଲି । ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ଓ କୃତିତ୍ୱ ପାଇଁ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।”

SR 


(Release ID: 2125035) Visitor Counter : 13