ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନବରାତ୍ରି ଅବସରରେ ମା’ ଦୁର୍ଗାଙ୍କର ନଅଟି ଦିବ୍ୟ ରୂପର ପୂଜା ଉପରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 05 APR 2025 9:02AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନବରାତ୍ରି ଅବସରରେ ମା ଦୁର୍ଗାଙ୍କର ନଅଟି ଦିବ୍ୟ ରୂପର ପୂଜା ଉପରେ ଆଲୋକପାତ କରିବା ସହ ଏକ ଭଜନ ମଧ୍ୟ ଶେୟାର କରିଛନ୍ତି।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

ନବରାତ୍ରିରେ ମା ଦୁର୍ଗାଙ୍କ ନଅଟି ସ୍ୱରୂପର ଉପାସନା ତାଙ୍କର ସାଧକଙ୍କୁ ଭକ୍ତି ଭାବରେ ଭରି ଦେଇଥାଏ ଦେବୀ ମାଙ୍କ ସ୍ତୁତି ଉଦ୍ଦେଶ୍ୟରେ ସମର୍ପିତ ଏହି ଭଜନ ମନ୍ତ୍ରମୁଗ୍ଧ କରିଦେବ

 

SR


(रिलीज़ आईडी: 2119283) आगंतुक पटल : 45
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam