ପୋଷ୍ଟ କରାଯିବା ଦିନାଙ୍କ:
01 APR 2025 7:40PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତରେ ନବୀକରଣୀୟ ଶକ୍ତି କ୍ଷେତ୍ରର ବିକାଶକୁ ଉଲ୍ଲେଖନୀୟ ବୋଲି ଦର୍ଶାଇ କହିଛନ୍ତି କି ଏହା ଆମ ଜନସାଧାରଣଙ୍କ ସ୍ଥିରତା ପ୍ରତି ପ୍ରତିବଦ୍ଧତାର ପ୍ରମାଣ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀଙ୍କ ଦ୍ୱାରା ଏକ୍ସ ରେ କରାଯାଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ସେ କହିଛନ୍ତି:
“ଏହା ଏକ ମହତ୍ୱପୂର୍ଣ୍ଣ ବିକାଶ, ଯାହାକି ସ୍ଥିରତା ପ୍ରତି ଆମ ଲୋକଙ୍କ ପ୍ରତିବଦ୍ଧତାକୁ ଦର୍ଶାଉଛି ।”
SR