ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମନ୍ କୀ ବାତ୍ ପାଇଁ ପ୍ରସ୍ତାବ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ

Posted On: 24 MAR 2025 8:47PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୫ ମାର୍ଚ୍ଚ ୩୦ ମନ୍ କୀ ବାତ୍ କାର୍ଯ୍ୟକ୍ରମ ପାଇଁ ଜନସାଧାରଣଙ୍କ ଠାରୁ ପ୍ରସ୍ତାବ ଆହ୍ୱାନ କରିଛନ୍ତି ।

ଚଳିତ ମାସର ମନ୍ କୀ ବାତ୍ ପାଇଁ ବହୁ ପରିମାଣର ପ୍ରସ୍ତାବ ମିଳିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ପ୍ରକାଶ କରିଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଚଳିତ ମାସର ମନ୍ କୀ ବାତ୍  #MannKiBaat ପାଇଁ ବହୁ ସଂଖ୍ୟକ ପ୍ରସ୍ତାବ ମିଳିଥିବାରୁ ଖୁସି ଲାଗୁଛି, ଯାହାକି ୩୦ ତାରିଖରେ ହେବ । ଏସବୁ ପ୍ରସ୍ତାବ ସାମୁହିକ କଲ୍ୟାଣ ନିମନ୍ତେ ସାମୁହିକ ପ୍ରୟାସର ଶକ୍ତିକୁ ଉଲ୍ଲେଖ କରୁଛି । ଏପିସୋଡ ପାଇଁ ଅଧିକରୁ ଅଧିକ ଲୋକଙ୍କ ଠାରୁ ମୁଁ ପ୍ରସ୍ତାବ ଆହ୍ୱାନ କରୁଛି ।

https://www.mygov.in/group-issue/inviting-ideas-mann-ki-baat-prime-minister-narendra-modi-30th-march-2025/?target=inapp&type=group_issue&nid=357950”

SR


(Release ID: 2114669) Visitor Counter : 16