ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ‘ଅନରାରୀ ଅର୍ଡର ଅଫ୍ ଫ୍ରିଡମ୍ ଅଫ୍ ବାର୍ବାଡୋସ୍’ ସମ୍ମାନ ପାଇଁ କୃତଜ୍ଞତା ଜଣାଇଲେ

Posted On: 07 MAR 2025 10:02AM by PIB Bhubaneshwar

‘ଅନରାରୀ ଅର୍ଡର ଅଫ୍ ଫ୍ରିଡମ୍ ଅଫ୍ ବାର୍ବାଡୋସ୍’ ସମ୍ମାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାର୍ବାଡୋସର ସରକାର ଏବଂ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇଛନ୍ତି । ୧୪୦ କୋଟି ଭାରତୀୟ ଏବଂ ଭାରତ ଓ ବାର୍ବାଡୋସ୍ ମଧ୍ୟରେ ଥିବା ଗୁଢ଼ ସମ୍ପର୍କ ଉଦେ୍ଦଶ୍ୟରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଉତ୍ସର୍ଗ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ଏହି ସମ୍ମାନ ପାଇଁ ବାର୍ବାଡୋସ ସରକାର ଏବଂ ଜନସାଧାରଣଙ୍କ ନିକଟରେ କୃତଜ୍ଞ ।

୧୪୦ କୋଟି ଭାରତୀୟ ଏବଂ ଭାରତ ଓ ବାର୍ବାଡୋସ୍ ମଧ୍ୟରେ ଥିବା ଗୁଢ଼ ସମ୍ପର୍କ ଉଦେ୍ଦଶ୍ୟରେ ଏହି ସମ୍ମାନକୁ ଉତ୍ସର୍ଗ କରୁଛି ।”

@DameSandraMason

@miaamormottley

 

SR


(Release ID: 2109155) Visitor Counter : 20