ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପବିତ୍ର ରମଜାନ ମାସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 02 MAR 2025 8:54AM by PIB Bhubaneswar

 

ରମଜାନର ପବିତ୍ର ମାସ ଆରମ୍ଭ ହୋଇଛି ଏହି ପବିତ୍ର ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :

ରମଜାନର ପବିତ୍ର ମାସ ଆରମ୍ଭ ହୋଇଛି, ଯାହା ଆମ ସମାଜରେ ଶାନ୍ତି ସୌହାର୍ଦ୍ଦ୍ୟ ଆଣିବ। ଏହି ପବିତ୍ର ମାସ ପ୍ରତିଫଳନ, କୃତଜ୍ଞତା ଏବଂ ଭକ୍ତିର ପ୍ରତୀକ ସହ ଆମକୁ କରୁଣା, ଦୟା ଏବଂ ସେବାର ମୂଲ୍ୟବୋଧକୁ ମଧ୍ୟ ମନେ ପକାଇଦେଇଥାଏ

ରମଜାନ ମୁବାରକ୍ !”

 

SR


(ରିଲିଜ ଆଡି: 2107608) ପରିଦର୍ଶକ କାଉଣ୍ଟର : 53