ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରୟାଗରାଜରେ ମହାକୁମ୍ଭ ସମାପ୍ତ ହେବା ପରେ ଏହି ଐତିହାସିକ ସମାବେଶ ଉପରେ ନିଜର ଚିନ୍ତାଧାରା ପ୍ରକାଶ କରିଛି, ଯାହା ଆମ ମାଟିର ସାଂସ୍କୃତିକ, ସାମାଜିକ ଏବଂ ଆଧ୍ୟାତ୍ମିକ ଶକ୍ତିକୁ ଚମତ୍କାର ଭାବରେ ବର୍ଣ୍ଣନା କରୁଛି : ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 FEB 2025 2:43PM by PIB Bhubaneswar

ପ୍ରୟାଗରାଜରେ ମହାକୁମ୍ଭ ସମାପ୍ତ ହେବା ପରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଐତିହାସିକ ସମାବେଶ ଉପରେ ନିଜର ଚିନ୍ତାଧାରା ପ୍ରକାଶ କରିଛନ୍ତି, ଯାହା ଆମ ମାଟିର ସାଂସ୍କୃତିକ, ସାମାଜିକ ଏବଂ ଆଧ୍ୟାତ୍ମିକ ଶକ୍ତିକୁ ଚମତ୍କାର ଭାବରେ ବର୍ଣ୍ଣନା କରୁଛି । ନିଜେ ଲେଖିଥିବା ବ୍ଲଗ୍ ପଢ଼ିବାକୁ ଓ ସମସ୍ତଙ୍କୁ ଅନୁରୋଧ କରି ଶ୍ରୀ ମୋଦୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି :

“ପ୍ରୟାଗରାଜରେ ମହାକୁମ୍ଭ ସମାପ୍ତ ହୋଇଥିବାରୁ, ଏହି ଐତିହାସିକ ସମାବେଶ ଉପରେ ନିଜର ଚିନ୍ତାଧାରା ଲେଖିଛି, ଯାହା ଆମ ମାଟିର ସାଂସ୍କୃତିକ, ସାମାଜିକ ଏବଂ ଆଧ୍ୟାତ୍ମିକ ଶକ୍ତିକୁ ଚମତ୍କାର ଭାବରେ ବର୍ଣ୍ଣନା କରୁଛି । ଇଂରାଜୀରେ ମୋର ଏହି ବ୍ଲଗକୁ ନିଶ୍ଚୟ ପଢ଼ନ୍ତୁ ।”

 

SR


(ରିଲିଜ ଆଡି: 2106740) ପରିଦର୍ଶକ କାଉଣ୍ଟର : 49