ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମ ଅନ୍ନଦାତାଙ୍କ ପାଇଁ ଆମେ ଗର୍ବିତ ଏବଂ ସେମାନଙ୍କ ଜୀବନଶୈଳୀରେ ବିକାଶ ପାଇଁ ପାଇଁ ପ୍ରତିବଦ୍ଧ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 24 FEB 2025 10:01AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି କି, ଭାରତର ଅନ୍ନଦାତାଙ୍କ ପାଇଁ ସରକାର ଗର୍ବିତ ଏବଂ ସେମାନଙ୍କ ଜୀବନଶୈଳୀରେ ବିକାଶ ପାଇଁ ପାଇଁ ପ୍ରତିବଦ୍ଧ । ମାଇଁ ଗଭ୍ ପକ୍ଷରୁ ଏକ୍ସରେ ପୋଷ୍ଟ ହୋଇଥିବା ଏକ ଥ୍ରେଡର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି:

“ଆମ ଅନ୍ନଦାତାଙ୍କ ପାଇର୍ ଆମେ ଗର୍ବିତ ଏବଂ ସେମାନଙ୍କ ଜୀବନଶୈଳୀରେ ବିକାଶ ପାଇଁ ଆମ ପ୍ରତିବଦ୍ଧତା ନିମ୍ନରେ ଥିବା ଥ୍ରେଡରେ ଉଲ୍ଲେଖ ହୋଇଥିବା ପଦକ୍ଷେପ ଗୁଡ଼ିକରୁ ପରିଲକ୍ଷିତ ହେଉଛି ।”

SR


(ରିଲିଜ ଆଡି: 2106308) ପରିଦର୍ଶକ କାଉଣ୍ଟର : 30