ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମିଜୋରାମର ଜନସାଧାରଣଙ୍କୁ ସେମାନଙ୍କ ରାଜ୍ୟ ସ୍ଥାପନା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
Posted On:
20 FEB 2025 4:03PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଜୋରାମର ଜନସାଧାରଣଙ୍କୁସେମାନଙ୍କ ରାଜ୍ୟର ସ୍ଥାପନା ଦିବସରେ ଅଶେଷ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି, ମିଜୋ ସଂସ୍କୃତି ଐତିହ୍ୟ ଏବଂ ସଦଭାବରଏକ ସୁନ୍ଦର ମେଳ ଦର୍ଶାଇଥାଏ । ସେ ଏହା ମଧ୍ୟ କାମନା କରିଛନ୍ତିଯେ, ମିଜୋରାମ ନିରନ୍ତର ସମୃଦ୍ଧ ହେଉ ଏବଂ ଆସନ୍ତା ଦିନରେ ଶକ୍ତି, ବିକାଶ ଓ ପ୍ରଗତିର ଯାତ୍ରା ଅଧିକ ଶୀର୍ଷକୁ ସ୍ପର୍ଶ କରୁ ।
ଏକ ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“ମିଜୋରାମର ଜନସାଧାରଣଙ୍କୁ ସେମାନଙ୍କ ରାଜ୍ୟର ସ୍ଥାପନାଦିବସରେ ଶୁଭେଚ୍ଛା! ଏହି ଜୀବନ୍ତ ରାଜ୍ୟ ନିଜର ମନମୋହନଦୃଶ୍ୟାବଳୀ, ଗଭୀର ସମ୍ପର୍କ ଥିବା ପରମ୍ପରା ଏବଂ ନିଜଜନସାଧାରଣଙ୍କ ଉତ୍ସାହ ମନୋଭାବ ପାଇଁ ବେଶ୍ ପରିଚିତ । ମିଜୋସଂସ୍କୃତି ଐତିହ୍ୟ ଓ ସଦଭାବର ଏକ ସୁନ୍ଦର ସମନ୍ୱୟ ଦର୍ଶାଇଥାଏ ।ମିଜୋରାମର ସମୃଦ୍ଧି ଜାରି ରହୁ ଏବଂ ଆସନ୍ତା ଦିନ ମାନଙ୍କରେ ଶାନ୍ତି, ବିକାଶ ଓ ପ୍ରଗତିର ଏହାର ଯାତ୍ରା ଆହୁରି ଅଧିକ ଶୀର୍ଷକୁ ସ୍ପର୍ଶ କରୁ ।”
SR
(Release ID: 2105070)
Visitor Counter : 14
Read this release in:
English
,
Urdu
,
Marathi
,
Hindi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam