ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କେନ୍ଦ୍ର ଓ ଆସାମର ଏନ୍‌ଡିଏ ସରକାର ବୋଡୋ ସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ବୋଡୋ ଆକାଂକ୍ଷା ପୂରଣ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ଓ ଏହି କାର୍ଯ୍ୟ ଅଧିକ ଉତ୍ସାହର ସହ ଜାରି ରହିବ : ପ୍ରଧାନମନ୍ତ୍ରୀ

Posted On: 15 FEB 2025 4:08PM by PIB Bhubaneshwar

ଫେବୃଆରୀ ୧୭ରେ କୋକରାଝାରେ ଅନୁଷ୍ଠିତ ହେବାକୁ ଥିବାଐତିହାସିକ ଏକ ଦିନିଆ ସ୍ୱତନ୍ତ୍ର ବିଧାସନଭା ଅଧିବେଶନକୁପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି ଯେ ଉଭୟ କେନ୍ଦ୍ର ଏବଂ ଆସାମର ଏନ୍‌ଡିଏସରକାର ବୋଡୋ ସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ବୋଡୋଆକାଂକ୍ଷାଗୁଡିକୁ ପୂରଣ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି ।ଆଗାମୀ ଦିନରେ ଏହି କାର୍ଯ୍ୟଗୁଡିକ ଅଧିକ ଉତ୍ସାହର ସହିତ ଜାରିରହିବ ।

ଆସାମ ମୁଖ୍ୟମନ୍ତ୍ରୀ ଶ୍ରୀ ହିମନ୍ତ ବିଶ୍ୱା ସରମାଙ୍କ ଦ୍ୱାରାକୋକରାଝାରରେ ଏକ ଦିନିଆ ବିଧାନସଭା ଅଧିବେଶନ ସମ୍ପର୍କରେଏକ୍ସରେ କରାଯାଇଥିବା ଘୋଷଣା ଉପରେ ଏକ ପୋଷ୍ଟର ଉତ୍ତରଦେଇ ଶ୍ରୀ ମୋଦୀ ଲେଖିଛନ୍ତି :

“ଉଭୟ କେନ୍ଦ୍ର ଏବ ଆସାମର ଏନ୍‌ଡିଏ ସରକାର, ବୋଡୋସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ବୋଡୋ ଆକାଂକ୍ଷାଗୁଡିକୁ ପୂରଣକରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି । ଆଗାମୀ ଦିନରେ ଏହିକାର୍ଯ୍ୟଗୁଡିକ ଅଧିକ ଉତ୍ସାହର ସହିତ ଜାରି ରହିବ।

ମୁଁ କୋକରାଝାରକୁ କରିଥିବା ମୋର ଯାତ୍ରାକୁ ମନେ ପକାଉଛି, ଯେଉଁଠାରେ ମୁଁ ଜୀବନ୍ତ ବୋଡୋ ସଂସ୍କୃତି ଦେଖିଥିଲି ।”

 

 

SR


(Release ID: 2103714) Visitor Counter : 15