ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଅର୍ଥନୈତିକ ସର୍ଭେର ଆକର୍ଷଣୀୟ ତଥ୍ୟରୁ ମିଳୁଛି ଭାରତର ଅଭିବୃଦ୍ଧିର କାହାଣୀ : ପ୍ରଧାନମନ୍ତ୍ରୀ
Posted On:
31 JAN 2025 7:46PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୨୪-୨୫ ଅର୍ଥନୈତିକ ସର୍ଭେରୁ ପ୍ରମୁଖ ସୂଚନା ଦେଇଛନ୍ତି, ଯେଉଁଥିରେ ଭିତ୍ତିଭୂମି, ଶକ୍ତି, କୃଷି ଏବଂ ନବସୃଜନ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ଅଭିବୃଦ୍ଧି ସମ୍ପର୍କରେ ଆଲୋକପାତ କରାଯାଇଛି ।
ଏକ୍ସରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି :
“ଅର୍ଥନୈତିକ ସର୍ଭେରୁ କିଛି ଆକର୍ଷଣୀୟ ତଥ୍ୟ । ନିଶ୍ଚୟ ଦେଖନ୍ତୁ ...”
SR
(Release ID: 2098325)
Visitor Counter : 10