ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଖୁସିର ବିଷୟ କି ଭାରତୀୟ ଷ୍ଟାର୍ଟଅପ୍ ଆନ୍ତର୍ଜାତିକ ସ୍ତରରେ, ବିଶେଷ କରି ଭବିଷ୍ୟୋନ୍ମୁଖୀ କ୍ଷେତ୍ରରେ ନିଜସ୍ୱ ଛାପ ଛାଡ଼ି ପାରିଛି: ପ୍ରଧାନମନ୍ତ୍ରୀ
ଭାରତୀୟ ଯୁବାଶକ୍ତିଙ୍କ କ୍ଷମତା ଏବଂ କୌଶଳ ପାଇଁ ଗର୍ବିତ, ଯେଉଁମାନେ କି ଭାରତକୁ ଷ୍ଟାର୍ଟଅପ ସମୂହ ପାଇଁ ସବୁଠୁ ଆକର୍ଷଣୀୟ ସ୍ଥାନରେ ପରିଣତ କରି ପାରିଛନ୍ତି: ପ୍ରଧାନମନ୍ତ୍ରୀ
प्रविष्टि तिथि:
16 JAN 2025 1:31PM by PIB Bhubaneswar
ଭାରତୀୟ ଷ୍ଟାର୍ଟଅପ୍ ଆନ୍ତର୍ଜାତିକ ସ୍ତରରେ, ବିଶେଷ କରି ଭବିଷ୍ୟୋନ୍ମୁଖୀ କ୍ଷେତ୍ରରେ ନିଜସ୍ୱ ଛାପ ଛାଡ଼ି ପାରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ପ୍ରକାଶ କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି “ଭାରତୀୟ ଯୁବାଶକ୍ତିଙ୍କ କ୍ଷମତା ଏବଂ କୌଶଳ ପାଇଁ ଗର୍ବିତ, ଯେଉଁମାନେ କି ଭାରତକୁ ଷ୍ଟାର୍ଟଅପ ସମୂହ ପାଇଁ ସବୁଠୁ ଆକର୍ଷଣୀୟ ସ୍ଥାନରେ ପରିଣତ କରି ପାରିଛନ୍ତି ।”
ମାଇଁ ଗଭ୍ ଇଣ୍ଡିଆ ପକ୍ଷରୁ ଏକ୍ସ ରେ ହୋଇଥିବା ଏକ ପୋଷ୍ଟ ର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
“ଖୁସିର ବିଷୟ ଭାରତୀୟ ଷ୍ଟାର୍ଟଅପ୍ ଆନ୍ତର୍ଜାତିକ ସ୍ତରରେ, ବିଶେଷ କରି ଭବିଷ୍ୟୋନ୍ମୁଖୀ କ୍ଷେତ୍ରରେ ନିଜସ୍ୱ ଛାପ ଛାଡ଼ି ପାରିଛି ।”
#9YearsOfStartupIndia
“ଭାରତୀୟ ଯୁବାଶକ୍ତିଙ୍କ କ୍ଷମତା ଏବଂ କୌଶଳ ପାଇଁ ଗର୍ବିତ, ଯେଉଁମାନେ କି ଭାରତକୁ ଷ୍ଟାର୍ଟଅପ ସମୂହ ପାଇଁ ସବୁଠୁ ଆକର୍ଷଣୀୟ ସ୍ଥାନରେ ପରିଣତ କରି ପାରିଛନ୍ତି ।”
#9YearsOfStartupIndia
SR
(रिलीज़ आईडी: 2093607)
आगंतुक पटल : 67
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam