ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତିନୋଟି ଫ୍ରଣ୍ଟଲାଇନ ନୌସୈନିକ ଯୁଦ୍ଧପୋତ ସାମିଲ ହେବା ପ୍ରତିରକ୍ଷା କ୍ଷେତ୍ରରେ ବୈଶ୍ୱିକ ନେତୃତ୍ୱକାରୀ ଦିଗରେ ଆମ ପ୍ରଚେଷ୍ଟାକୁ ଦୃଢ଼ କରିବ ଏବଂ ଆତ୍ମନିର୍ଭରତା ଦିଗରେ ଆମର ପ୍ରଚେଷ୍ଟା ବୃଦ୍ଧି ପାଇବ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 14 JAN 2025 8:29PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି କି, ୨୦୨୫ ଜାନୁଆରୀ ୧୫ ତାରିଖରେ ତିନୋଟି ଫ୍ରଣ୍ଟଲାଇନ ନୌସୈନିକ ଯୁଦ୍ଧପୋତ ସାମିଲ ହେବା ପ୍ରତିରକ୍ଷା କ୍ଷେତ୍ରରେ ବୈଶ୍ୱିକ ନେତୃତ୍ୱକାରୀ ଦିଗରେ ଆମ ପ୍ରଚେଷ୍ଟାକୁ ଦୃଢ଼ କରିବ ଏବଂ ଆତ୍ମନିର୍ଭରତା ଦିଗରେ ଆମର ପ୍ରଚେଷ୍ଟା ବୃଦ୍ଧି ପାଇବ ।

ନୌସେନା ମୁଖପାତ୍ରଙ୍କ ପକ୍ଷରୁ ଏକ୍ସରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:

“ଆସନ୍ତାକାଲି ଜାନୁଆରୀ ୧୫ ତାରିଖ ଆମ ନୌସେନାର କ୍ଷମତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ହେବାକୁୂ ଯାଉଛି । ତିନୋଟି ଫ୍ରଣ୍ଟଲାଇନ ନୌସୈନିକ ଯୁଦ୍ଧପୋତ ସାମିଲ ହେବା ପ୍ରତିରକ୍ଷା କ୍ଷେତ୍ରରେ ବୈଶ୍ୱିକ ନେତୃତ୍ୱକାରୀ ଦିଗରେ ଆମ ପ୍ରଚେଷ୍ଟାକୁ ଦୃଢ଼ କରିବ ଏବଂ ଆତ୍ମନିର୍ଭରତା ଦିଗରେ ଆମର ପ୍ରଚେଷ୍ଟା ବୃଦ୍ଧି ପାଇବ ।”

SR


(ରିଲିଜ ଆଡି: 2092949) ପରିଦର୍ଶକ କାଉଣ୍ଟର : 60