ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ପ୍ରତିଭାଶାଳୀ ଯୁବପୀଢ଼ି ବିଭିନ୍ନ କ୍ଷେତ୍ରରେ ଅଭୂତପୂର୍ବ ଅଭିବୃଦ୍ଧି କରୁଛନ୍ତି : ପ୍ରଧାନମନ୍ତ୍ରୀ

प्रविष्टि तिथि: 04 JAN 2025 4:14PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତାକୁ ପ୍ରଶଂସା କରିବା ସହ ଏହି ସଫଳତା ଦେଶର ଯୁବପୀଢ଼ିଙ୍କର ଶକ୍ତି ଏବଂ ପ୍ରତିଭା ବୋଲି କହିଛନ୍ତି 

ବିଭିନ୍ନ କ୍ଷେତ୍ରରେ ଭାରତର ଉଲ୍ଲେଖନୀୟ ସଫଳତା ବିଷୟରେ ଏକ୍ସ ପ୍ଲାଟଫର୍ମରେ ମାଇଗଭ୍ ଅପ୍ଡେଟ୍ଗୁଡିକର ଉତ୍ତର ଦେଇ ଶ୍ରୀ ମୋଦି ପୋଷ୍ଟ କରିଛନ୍ତି :

ଭାରତ ଉଲ୍ଲେଖନୀୟ ସଫଳତାର ଏକ ଟ୍ରେଣ୍ଡ୍ ସ୍ଥିର କରୁଛି ଏବଂ ଏହା ଆମର ପ୍ରତିଭାଶାଳୀ ଯୁବପୀଢ଼ିଙ୍କ ଯୋଗୁଁ ହେଉଛିଏବଂ ଭବିଷ୍ୟତରେ ଆମେ ଆହୁରି ଭଲ ପ୍ରଦର୍ଶନ କରିବାକୁ ଯାଉଛୁ 

 

SR


(रिलीज़ आईडी: 2090261) आगंतुक पटल : 91
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Manipuri , Assamese , Punjabi , Gujarati , Tamil , Telugu , Kannada , Malayalam