ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଖ୍ୱାଜା ମୋଇଉଦ୍ଦିନ ଚିସ୍ତିଙ୍କ ଉର୍ସ ଅବସରରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
02 JAN 2025 11:15PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଖ୍ୱାଜା ମୋଇଉଦ୍ଦିନ ଚିସ୍ତିଙ୍କ ଉର୍ସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ।
ଏକ୍ସରେ ଶ୍ରୀ କିରେନ ରିଜିଜୁଙ୍କ ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି :
“ଖ୍ୱାଜା ମୋଇଉଦ୍ଦିନ ଚିସ୍ତିଙ୍କ ଉର୍ସ ଅବସରରେ ଶୁଭେଚ୍ଛା । ଏହି ଅବସରରେ ସମସ୍ତଙ୍କ ଜୀବନରେ ଖୁସି ଏବଂ ଶାନ୍ତି ଆସୁ।”
SR
(ରିଲିଜ ଆଡି: 2089849)
ପରିଦର୍ଶକ କାଉଣ୍ଟର : 52
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam