ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୦୨୪ର ସ୍ମରଣୀୟ ମୁହୂର୍ତ୍ତ ମନେ ପକାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
31 DEC 2024 2:41PM by PIB Bhubaneshwar
୨୦୨୪ ଅନ୍ତିମ ପର୍ଯ୍ୟାୟରେ ଉପନୀତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବର୍ଷର ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟରୁ ଆରମ୍ଭ କରି ସ୍ମରଣୀୟ ଘଟଣାଗୁଡିକ ଉପରେ ଆଲୋକପାତ କରିଛନ୍ତି, ଯାହା ଅନେକ ସଫଳତା ଏବଂ ସ୍ମୃତି ଦ୍ୱାରା ଚିହ୍ନିତ ହୋଇଥିଲା ।
ଏକ୍ସରେ ନରେନ୍ଦ୍ରମୋଦୀ ଇନ୍ ହ୍ୟାଣ୍ଡେଲ୍ ପକ୍ଷରୁ କରାଯାଇଥିବା ଏକ ପୋଷ୍ଟରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ କହିଛନ୍ତି :
“୨୦୨୪ ଏକ ଫ୍ରେମ୍ରେ !
ଏଠାରେ ବିତି ଯାଇଥିବା ବର୍ଷର କିଛି ସ୍ମରଣୀୟ ସ୍ନାପସଟ୍ ଦିଆଯାଇଛି ।”
SR
(ରିଲିଜ ଆଡି: 2089134)
ପରିଦର୍ଶକ କାଉଣ୍ଟର : 44
ଏହି ରିଲିଜ ପଢନ୍ତୁ :
Tamil
,
Telugu
,
Kannada
,
Malayalam
,
Manipuri
,
English
,
Urdu
,
Marathi
,
हिन्दी
,
Bengali
,
Assamese
,
Punjabi
,
Gujarati