ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଆମ ସରକାର ଲୋକଙ୍କୁ ସର୍ବଶ୍ରେଷ୍ଠ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ଅନେକ ପଦକ୍ଷେପ ନେଉଛି ଏବଂ ସଂଯୋଗ ଶକ୍ତିର ସୁବିଧାକୁ ଅଧିକ ସମୃଦ୍ଧି ପାଇଁ ବ୍ୟବହାର କରୁଛି : ପ୍ରଧାନମନ୍ତ୍ରୀ

प्रविष्टि तिथि: 09 DEC 2024 10:08PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦୋହରାଇଛନ୍ତି ଯେ, ଆମ ସରକାର ଲୋକଙ୍କୁ ସର୍ବଶ୍ରେଷ୍ଠ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ଅନେକ ପଦକ୍ଷେପ ନେଉଛି ଏବଂ ସଂଯୋଗ ଶକ୍ତିର ସୁବିଧାକୁ ଅଧିକ ସମୃଦ୍ଧି ପାଇଁ ବ୍ୟବହାର କରୁଛି । ସେ କହିଥିଲେ, ନିର୍ମାଣ ହେଉଥିବା ନୋଇଡ଼ା ଆନ୍ତର୍ଜାତିକ ବିମାନବନ୍ଦର ଏନସିଆର ଓ ଉତ୍ତର ପ୍ରଦେଶରେ ଯୋଗାଯୋଗ ବ୍ୟବସ୍ଥା ଓ ‘ଇଜ ଅଫ ଲିଭିଙ୍ଗ’କୁ ସମୃଦ୍ଧ କରିବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ରାମ ମୋହନ ନାଇଡ଼ୁ କରିଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:

“ନିର୍ମାଣ ହେଉଥିବା ନୋଇଡ଼ା ଆନ୍ତର୍ଜାତିକ ବିମାନବନ୍ଦର ଏନସିଆର ଓ ଉତ୍ତର ପ୍ରଦେଶରେ ଯୋଗାଯୋଗ ବ୍ୟବସ୍ଥା ଓ ‘ଇଜ ଅଫ ଲିଭିଙ୍ଗ’କୁ ସମୃଦ୍ଧ କରିବ । ଆମ ସରକାର ଲୋକଙ୍କୁ ସର୍ବଶ୍ରେଷ୍ଠ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେବାକୁ ଅନେକ ପଦକ୍ଷେପ ନେଉଛି ।”  

SR


(रिलीज़ आईडी: 2082595) आगंतुक पटल : 49
इस विज्ञप्ति को इन भाषाओं में पढ़ें: Telugu , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Tamil , Kannada , Malayalam