ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନିକ୍ଷୟ ମିତ୍ର ଏବଂ କମ୍ ସମୟରେ ପ୍ରଭାବୀ ଉପଚାର ଯୋଗୁ ଯକ୍ଷ୍ମା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ: ପ୍ରଧାନମନ୍ତ୍ରୀ



-ରୋଗୀଙ୍କ ସୁସ୍ଥତା ହାର ବୃଦ୍ଧି ପାଇଛି ଏବଂ ଯକ୍ଷ୍ମା ବିରୋଧୀ ଲଢ଼େଇରେ ଭାରତର ନେତୃତ୍ୱ କ୍ଷମତା ମଜବୁତ୍ ହୋଇଛି: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 07 DEC 2024 12:39PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଏହା କହିଛନ୍ତି କି, ନିକ୍ଷୟ ମିତ୍ର ଏବଂ କମ୍ ସମୟରେ ପ୍ରଭାବୀ ଉପଚାର ଭଳି ପଦକ୍ଷେପ ଯୋଗୁ ଯକ୍ଷ୍ମା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ରୋଗୀଙ୍କ ସୁସ୍ଥତା ହାର ବୃଦ୍ଧି ପାଇଛି ଏବଂ ଯକ୍ଷ୍ମା ବିରୋଧରେ ଲଢ଼େଇ ପାଇଁ ଭାରତର ବୈଶ୍ୱିକ ନେତୃତ୍ କ୍ଷମତା ମଜବୁତ୍ ହୋଇପାରିଛି

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଜେ.ପି. ନଦାଙ୍କ ଦ୍ୱାରା ଏକ୍ସରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲେଖିଛନ୍ତି:

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ...ଯକ୍ଷ୍ମା ମୂଳୋତ୍ପାଟନ ନେଇ ଭାରତର ପ୍ରୟାସ ଭାବଦରେ ବିସ୍ତୃତ ଭାବେ ପ୍ରକାଶ କରିଛନ୍ତି ନିକ୍ଷୟ ପୋଷଣ ଯୋଜନା ମାଧ୍ୟମରେ ପୋଷଣ ସମ୍ବନ୍ଧୀୟ ସହାୟତା ଦ୍ୱାରା ପରିବର୍ତ୍ତନକାରୀ ପ୍ରଗତି ପରିଲକ୍ଷିତ ହୋଇଛି ନିକ୍ଷୟ ମିତ୍ର ଏବଂ କମ୍ ସମୟରେ ପ୍ରଭାବୀ ଉପଚାର ଯୋଗୁ ଯକ୍ଷ୍ମା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଛି ରୋଗୀଙ୍କ ସୁସ୍ଥତା ହାର ବୃଦ୍ଧି ପାଇଛି ଏବଂ ଯକ୍ଷ୍ମା ବିରୋଧୀ ଲଢ଼େଇରେ ଭାରତର ନେତୃତ୍ କ୍ଷମତା ମଜବୁତ୍ ହୋଇପାରିଛି

SR


(ରିଲିଜ ଆଡି: 2082055) ପରିଦର୍ଶକ କାଉଣ୍ଟର : 58