ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ଶେଖାୱତ ଲେଖିଥିବା ଏକ ଆଲେଖକୁ ସେୟାର କଲେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

ପୋଷ୍ଟ କରାଯିବା ଦିନାଙ୍କ: 05 DEC 2024 12:49PM by PIB Bhubaneswar

 

ଏକ ଜାତୀୟ ଦୈନିକରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ଶେଖାୱତ ଲେଖିଥିବା ଏକ ଆଲେଖକୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେୟାର କରିଛନ୍ତି ।

ଶ୍ରୀ ମୋଦୀ କହିଛନ୍ତି, ଏହି ଆଲେଖ ସମ୍ବିଧାନର ମହତ୍ୱ ଉପରେ ଆଲୋକପାତ କରୁଛି ଏବଂ ଭାରତର ବିବିଧ ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଐତିହାସିକ ଐତିହ୍ୟର ଉତ୍ସବ ମନାଉଛି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି:

“କେନ୍ଦ୍ର ମନ୍ତ୍ରୀ ଶ୍ରୀ @gssjodhpur ଭାରତର ସମ୍ବିଧାନ ଏକ ଆଇନର ଦସ୍ତାବିଜ ଅପେକ୍ଷା ଅଧିକ ବୋଲି ପ୍ରକାଶ କରିଛନ୍ତି । ଏହା ଭାରତର ବିବିଧ ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଐତିହାସିକ ଐତିହ୍ୟର ଉତ୍ସବ ମନାଉଛି । ଏହାକୁ ପଢ଼ନ୍ତୁ!”

SR


(ରିଲିଜ ଆଡି: 2081367) ପରିଦର୍ଶକ କାଉଣ୍ଟର : 55