ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସମ୍ବିଧାନ ସଦନରେ ସମ୍ବିଧାନ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

Posted On: 26 NOV 2024 2:46PM by PIB Bhubaneshwar

ସମ୍ବିଧାନ ସଦନରେ ସମ୍ବିଧାନ ଦିବସ ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଂଶ ଗ୍ରହଣ କରିଛନ୍ତି । ଶ୍ରୀ ମୋଦୀ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଜ୍ଞାନବର୍ଦ୍ଧକ ଦର୍ଶାଇ ପ୍ରଶଂସା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସର ଏକ ପୋଷ୍ଟରେ କୁହାଯାଇଛି:

“ସମ୍ବିଧାନ ସଦନରେ ସମ୍ବିଧାନ ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେଲି । ରାଷ୍ଟ୍ରପତି ଜୀ ଏକ ଜ୍ଞାନବର୍ଦ୍ଧକ ଭାଷଣ ଦେଇଛନ୍ତି, ଯେଉଁଥିରେ କି ସେ ଆମ ସମ୍ବିଧାନର ମହତ୍ୱ ଏବଂ ରାଷ୍ଟ୍ରୀୟ ପ୍ରଗତିକୁ ରୂପ ଦେବାରେ ତାହାର ଭୂମିକା ବର୍ଣ୍ଣନା କରିଛନ୍ତି ।”

SR


(Release ID: 2077566) Visitor Counter : 4