ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଇଜେରିଆ ଗସ୍ତ ସମ୍ପର୍କରେ ସୃଷ୍ଟି ହୋଇଥିବା ଉତ୍ସାହ ପାଇଁ ପ୍ରଶଂସା ବ୍ୟକ୍ତ କଲେ

ପୋଷ୍ଟ କରାଯିବା ଦିନାଙ୍କ: 14 NOV 2024 5:07PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଆଗାମୀ ନାଇଜେରିଆ ଗସ୍ତ ପୂର୍ବରୁ ସେଠାକାର ହିନ୍ଦୀ ପ୍ରେମୀ ନାଗରିକମାନଙ୍କ ପକ୍ଷରୁ ଉତ୍ସାହଭରା ସ୍ୱାଗତ ପ୍ରସ୍ତୁତି ସମ୍ପର୍କରେ ଅବଗତ ହୋଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ଉତ୍‌ାହ ଓ ପ୍ରଶଂସା ବ୍ୟକ୍ତ କରିଛନ୍ତି ।

ଏକ୍ସ ର ଏକ ପୋଷ୍ଟରେ ସେ କହିଛନ୍ତି:

“ମୋର ଗସ୍ତ ପାଇଁ ନାଇଜୋରିଆବାସୀ ଯେଉଁଭଳି ଭାବେ ଉତ୍ସାହ ଦେଖାଇଛନ୍ତି ତାହା ହୃଦୟକୁ ଛୁଇଁ ଯାଉଛି!ଗସ୍ତକୁ ନେଇ ମୁଁ ଅତ୍ୟନ୍ତ ଉତ୍ସାହୀ ଅଛି!”

SR


(ରିଲିଜ ଆଡି: 2073598) ପରିଦର୍ଶକ କାଉଣ୍ଟର : 46